Das Bhaina
ନମସ୍କାର
🙏 ଜୟ ଜଗନ୍ନାଥ 🙏
ଆମେ ଆପଣଙ୍କ ପ୍ରିୟର, Das Brothers Vlogs
ଆମେ ଆପଣଙ୍କୁ Das Brothers Vlogs ମାଧ୍ୟମରେ
ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ସମସ୍ତ ସୁସ୍ୱାଦୁ ଖାଦ୍ୟ ସହିତ ଓଡିଶାରେ ଥିବା ପ୍ରତ୍ୟେକ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳି ବୁଲି ଦେଖାଇଛୁ 🙏
ଆପଣମାନଙ୍କ ବହୁତ ସାରା Comments ଆସୁଥିଲା କି ଆପଣଙ୍କ ଦୈନନ୍ଦିନ ଜୀବନ ଶୈଳୀ ଦେଖାନ୍ତୁ 🙏
ତେଣୁ ଆମେ ଚେଷ୍ଟା କରୁଛୁ ଭିଡ଼ିଓ ମାଧ୍ୟମରେ ଆମ ଦୈନନ୍ଦିନ ଜୀବନ ଶୈଳୀ ସହିତ ଛୋଟ ଛୋଟ Street Food ଆପଣଙ୍କ ସାମ୍ନା କୁ ଆଣିବାକୁ 🙏
Das Brothers Vlogs କୁ ଆପଣମାନେ ଯେଉଁ ଭଳି ଭଲ ପାଇବା ଦେଇଥିଲେ 🙏 ସେଇ ଭଲ ପାଇବା Das Bhaina ଚ୍ୟାନେଲ କୁ ଦେବେ 🙏
🙏 ଜୟ ଜଗନ୍ନାଥ 🙏 ଜୟ ମାଆ ଗଜଲକ୍ଷ୍ମୀ 🙏Vlog & Lifestyle
Foods & Mukbang
Entertainment
Performance Overview
Avg. Daily Views
(Shorts)
Avg. Daily Views
(Videos)
Avg. Views per
Shorts
Avg. Views per
Video
Algorithm Score
Engagement Rate
Subscriber Activity Rate