홈
Agent-V
요금 안내
광고 대행 서비스
크롬 익스텐션
블로그
‌
JANAAJANAGYANA thumbnails
JANAAJANAGYANA
🙏 ଦର୍ଶକବନ୍ଧୁ ନମସ୍କାର 🙏 "ଜଣାଅଜଣାଜ୍ଞାନ" ହେଉଛି ଓଡ଼ିଆ ଭାଷାରେ ଭାରତୀୟ ସଂସ୍କୃତି, ଧର୍ମ, ଆଧ୍ୟାତ୍ମିକ ଜ୍ଞାନ, ଐତିହାସିକ, ପୌରାଣିକ, ବାସ୍ତୁ, ସାଧାରଣଜ୍ଞାନ ଓ ଜୀବନ ମୂଲ୍ୟବୋଧକୁ ସମର୍ପିତ ଏକ ସ୍ୱତନ୍ତ୍ର YouTube Channel। ଏହି ଚ୍ୟାନେଲର ପ୍ରତ୍ୟେକ ଭିଡିଓର ଉଦ୍ଦେଶ୍ୟ ହେଉଛି ଭାରତୀୟ ସଂସ୍କୃତି, ପରମ୍ପରା, ଧର୍ମ, ପ୍ରାଚୀନ ଇତିହାସ ଓ ପୌରାଣିକ ଗାଥା, ଜ୍ଞାନ, ବାସ୍ତୁ ଶାସ୍ତ୍ର ଓ ନୈତିକ ଶିକ୍ଷା, ସାଧାରଣ ଜ୍ଞାନକୁ ସରଳ ଭାଷାରେ ଆପଣଙ୍କ ପାଖକୁ ପହଞ୍ଚାଇବା। ଏହି ଭିଡିଓଗୁଡ଼ିକ ଆପଣଙ୍କ ଜୀବନରେ ସକାରାତ୍ମକ ଚିନ୍ତାଧାରା, ଆଧ୍ୟାତ୍ମିକ ପ୍ରେରଣା, ସଠିକ୍ ଜୀବନଶୈଳୀ ଏବଂ ଘରେ ସୁଖ-ଶାନ୍ତି ଓ ସମୃଦ୍ଧି ସମ୍ବନ୍ଧୀୟ ଉପଯୋଗୀ ଜ୍ଞାନ ପ୍ରଦାନ କରିବା ଗୋଟିଏ ଛୋଟିଆ ପ୍ରୟାସ। ଏଥିସହିତ ଦୈନିକ ଜୀବନରେ ଉପକାରୀ ଜଣାଅଜଣା ତଥ୍ୟ ଏବଂ ସକାରାତ୍ମକ ଜୀବନଶୈଳୀ ପାଇଁ ଉପଯୋଗୀ ପରାମର୍ଶ। ଯଦି ଆପଣ ଉପରୋକ୍ତ ଭିଡିଓ ପସନ୍ଦ କରନ୍ତି, ତେବେ ଆମ Channel @janaajanagyana କୁ Subscribe କରନ୍ତୁ ଯାହାଦ୍ୱାରା ପ୍ରତ୍ୟେକ ନୂଆ ଭିଡିଓର ସୂଚନା ସର୍ବପ୍ରଥମେ ପାଇପାରିବେ। 🙏 ଧନ୍ୟବାଦ।🙏
Vlog / 라이프스타일
사회 / 문화
구독자 수
5.3만
총 영상 수
908 개
국가
인도
채널 가입일
2009-05-17
구독자 등급
Macro브론즈
Link
YouTube IconJanaajanagyana IconJanaajanagyana Icon

퍼포먼스 요약

일일 평균 조회수 (Shorts)
‌
일일 평균 조회수 (롱폼)
‌
영상별 평균 조회수 (Shorts)
‌
영상별 평균 조회수 (롱폼)
‌
채널 알고리즘 스코어
‌
시청자 참여도
‌
구독자 활성도
‌

구독자 수 변화량

‌

구독자 상승률

‌

유사 채널