Debasish Nayak 8642
"ନମସ୍କାର ବନ୍ଧୁଗଣ, ମୋର ଏହି YouTube ଚ୍ୟାନେଲ୍କୁ ଆପଣଙ୍କୁ ଅଶେଷ ସ୍ୱାଗତ। 🙏
ମୁଁ Debasish Nayak, ଜଣେ କାହାଣୀକାର ଏବଂ ଏହି ଚ୍ୟାନେଲ୍ ମାଧ୍ୟମରେ ମୁଁ ଆପଣମାନଙ୍କ ପାଇଁ ସୁନ୍ଦର ସୁନ୍ଦର ଶିକ୍ଷଣୀୟ ଓଡ଼ିଆ ଗପ (Odia Fairy Tales) ଏବଂ ଚଢ଼େଇ ମାନଙ୍କର ରୋମାଞ୍ଚକର କାହାଣୀ ଗୁଡ଼ିକ ନେଇ ଆସୁଛି।
✅ ଆମ ଚ୍ୟାନେଲର ବିଶେଷତ୍ୱ:
✨ ପ୍ରତିଟି ଗପର କାହାଣୀ ଓ ସ୍କ୍ରିପ୍ଟ ସମ୍ପୂର୍ଣ୍ଣ ରୂପେ ମୋର ନିଜସ୍ୱ।
✨ ଭିଡିଓରେ ଥିବା ସମସ୍ତ ଚରିତ୍ରର ସ୍ୱର (Voice-over) ମୁଁ ନିଜେ ଦେଇଥାଏ।
✨ ମୁଁ AI ଟୁଲ୍ସ (Autodraft) ଏବଂ ଏଡିଟିଂ (Video Guru) ମାଧ୍ୟମରେ ଏହି କାହାଣୀଗୁଡ଼ିକୁ ଏକ ସୁନ୍ଦର ଆନିମେସନ୍ ରୂପ ଦେବାକୁ ଚେଷ୍ଟା କରେ।
ମୋର ଲକ୍ଷ୍ୟ ହେଉଛି ଓଡ଼ିଆ ସାହିତ୍ୟ ଏବଂ କାହାଣୀ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ ସହ କିଛି ଭଲ ଶିକ୍ଷା ପ୍ରଦାନ କରିବା। ଯଦି ଆପଣଙ୍କୁ ମୋର ଏହି କାହାଣୀଗୁଡ଼ିକ ଭଲ ଲାଗୁଛି, ତେବେ ଦୟାକରି ଚ୍ୟାନେଲ୍କୁ Subscribe କରି ମୋତେ ଉତ୍ସାହିତ କରନ୍ତୁ।
ଆପଣଙ୍କ ସହଯୋଗ ମୋ ପାଇଁ ବହୁତ ମୂଲ୍ୟବାନ। 💐
ଧନ୍ୟବାଦ!
ଜୟ ଜଗନ୍ନାଥ 🙏"엔터테인먼트
사회 / 문화
Vlog / 라이프스타일
퍼포먼스 요약
일일 평균 조회수
(Shorts)
일일 평균 조회수
(롱폼)
영상별 평균 조회수
(Shorts)
영상별 평균 조회수
(롱폼)
채널 알고리즘 스코어
시청자 참여도
구독자 활성도